Jump to content

ପାନାର୍ଥୀ

ଉଇକିଅଭିଧାନ‌ରୁ

ପାନାର୍ଥୀ

ଉଚ୍ଚାରଣ

[ସମ୍ପାଦନା]
(ପାନାର୍ଥନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ପାନ+ ଅର୍ଥ ଧାତୁ+ ଇନ୍; ୧ମା.୧ବ)

[ସମ୍ପାଦନା]
୧. ଯେ ପିଇବା ପାଇଁ ଇଚ୍ଛା କରୁଥାଏ — ୧. Desirous of drinking.
୨. ଯାହାକୁ ଶୋଷ କରୁଥାଏ —୨. Thirsty.