Jump to content

ପାନାସକ୍ତ

ଉଇକିଅଭିଧାନ‌ରୁ

ପାନାସକ୍ତ

ଉଚ୍ଚାରଣ

[ସମ୍ପାଦନା]
(ପାନାସକ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (୭ମୀ ତତ୍; ପାନରେ ଆସକ୍ତ)

[ସମ୍ପାଦନା]
୧. ଯେ ସର୍ବଦା ଜଳପାନ କରିବାରେ ଅଭ୍ୟସ୍ତ — ୧. Habituated to drinking water.
୨. ଯେ ସର୍ବଦା ମଦ୍ୟପାନରେ ଲିପ୍ତ — ୨. Addicted to drink; drunkard.