ପାନିଆ ଖେଳ
ଦେଖଣା
ପାନିଆ ଖେଳ
ଉଚ୍ଚାରଣ
[ସମ୍ପାଦନା]===ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
ଏକପ୍ରକାର କ୍ରୀଡ଼ା — A kind of indoor game.
[ଦ୍ରଷ୍ଟବ୍ୟ —ଦୁଇଜଣ ଖେଳାଳି ଏଥିରେ ଖେଳନ୍ତି ତ୍ରିଭୁଜା— କାରରେ ଗୁଡ଼ିଏ ସାନ ଗୋଡ଼ିକୁ ଛେଳି ଓ ବଡ଼ ଗୋଡ଼ିକୁ ବାଘ କଳ୍ପନା କରାଯାଇ ଭୂମିରେ ଗାର କଟାଯାଇ ରଖାଯାଏ ଜଣେ ଖେଳାଳୀ ଛେଳି ନିଏ ଓ ଆଈ ଜଣେ ବାଘ ନିଏ ଛେଳି ଗୋଡ଼ିମାନ ଏପରି ବସାଇବାକୁ ହେବ ଯେ ବାଘ ଗୋଡ଼ି ତାକୁ ଡ଼େଇଁ କରି ଖାଇ ପାରିବ ନାହିଁ