Jump to content

ପାନୀୟ

ଉଇକିଅଭିଧାନ‌ରୁ

ପାନୀୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଣ—(ପା ଧାତୁ+ କର୍ମ. ଅନୀୟ)

[ସମ୍ପାଦନା]
୧. ପେୟ; ପାନର ଉପଯୁକ୍ତ —୧. Drinkable.
୨. ପିଇବା ପାଇଁ ଅଭିପ୍ରେତ — ୨. Intended to be drunk.
୩. ରକ୍ଷଣୀୟ — ୩. To be preserved or protected.
୪. ଜଳ ସମ୍ୱନ୍ଧୀୟ —୪. Relating to water.
୫. ଜଳଚର(ଜୀବ) —୫. Aquatic (animal)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଜଳ —୧. Water.
୨. ପଣା —୨. Sweet drink.
୩. ପିଇବାର କୌଣସି ଦ୍ରବ୍ୟ — ୩. A drink; beverage.