ପାନେଲ
ଦେଖଣା
ପାନେଲ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପାନେଲ
|
ପାନିଅଲ୍; ପାନିଆଲି, ପାନିଏଲ୍, ପାନିଲ୍, ପାନିଏଲୀ ଅନ୍ୟରୂପ
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପାନେଲ)
[ସମ୍ପାଦନା]ଯେଉଁ କବାଟର ପଟା ଖଣ୍ଡେ ତକ୍ତାରେ ନ ହୋଇ ଚାରିପାଖେ ଚଉକାଠ ପରି ତକ୍ତା ଦିଆଯାଇ ମଝିରେ ଖଣ୍ଡେ ପ଼ଟା ଭିଡ଼ା ଯାଇଥାଏ — Panelled door.