Jump to content

ପାନ୍

ଉଇକିଅଭିଧାନ‌ରୁ

ପାନ୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - ବିଶେଷ୍ୟ -

[ସମ୍ପାଦନା]
୧. (ସମ୍ୱଲପୁର)—୧ ପାନ, ତାମ୍ୱୁଳ — ୧. Betel.
୨. (ସମ୍ୱଲପୁର; ମେଦିନୀପୁର) (ତୁଳ. ବଙ୍ଗାଳୀ - ପାଇନ୍; ପାନ୍)— ସୁନା ଅଳଙ୍କାର ଝାଳିବା ପାଇଁ ନିକୃଷ୍ଟ ଧାତୁ ମିଶ୍ରିତ ଖାଦ — ୨. Alloy used in soldering gold.