Jump to content

ପାନ୍ତି ବେଲା

ଉଇକିଅଭିଧାନ‌ରୁ

ପାନ୍ତି ବେଲା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଅପରାହ୍ଣ ୩ ଟା ଠାରୁ ୫ଟା ବେଳ —Afternoon ୩ to ୫.

[ଦ୍ରଷ୍ଟବ୍ୟ —ଏ ସମୟରେ ସ୍ତ୍ରୀଲୋକମାନେ ଗୃହ କର୍ମ ପାଇଁ ପ୍ରୟୋ— ଜନୀୟ ଜଳ ଆଣିବାକୁ ଗ୍ରାମର କୂଅ ବା ପୋଖରି ଆଦି ନିକଟକୁ ଯାଆନ୍ତି]