Jump to content

ପାନ୍ତୁଆ

ଉଇକିଅଭିଧାନ‌ରୁ

ପାନ୍ତୁଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପାନ୍ତୁଆ (ଦେଖ) - Pāntuā (See)



ପାନ୍ତୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଲାଲମୋହନ; ଗୋଲାପ ଜାମୁ ନାମକ ମିଷ୍ଟାନ୍ନ — A kind of Indian sweetmeat made from cheese.

[ଦ୍ରଷ୍ଟବ୍ୟ —ଦୁଧ ଛେନା ସଙ୍ଗେ ଚାଉଳ ଗୁଣ୍ଡା ମିଶାଇ ଗୋଲାକାର ପିଣ୍ଡ କରାଯାଏ ପରେ ତାକୁ ଘିଅରେ ପାକ ରି ଚିନି ରସରେ ଡ଼ୁବାଇ ଏହା ତିଆରି ହୁଏ ଓ ଏହା ରକ୍ତବର୍ଣ୍ଣ ଦେଖାଯାଏ]