Jump to content

ପାନ୍ଥ

ଉଇକିଅଭିଧାନ‌ରୁ

ପାନ୍ଥ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପଥିନ୍= ପଥ+ କୁଶଳ ବା ପଟୁ ଅର୍ଥରେ .ଅ)

[ସମ୍ପାଦନା]
୧. ବୋଟୋଇ; ପଥିକ; ପର୍ଯ୍ୟଟକ —୧. Traveller.
୨. ବିଦେଶରେ ଥିବା ଯୋଗୁଁ ସ୍ତ୍ରୀ ବିଚ୍ଛେଦ ଦୁଃଖୀ ବ୍ୟକ୍ତି — ୨. A lover separated from his sweettheart being far away from home.