ପାନ୍ଥ ପାଦପ
ଦେଖଣା
ପାନ୍ଥ ପାଦପ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାନ୍ଥ ପାଦପ
|
ସଂସ୍କୃତ - ବିଶେଷ୍ୟ -(ଆଧୁନିକ ପ୍ରୟୋଗ)
[ସମ୍ପାଦନା]ମାଡ଼ାଗାସ୍କର ଆଦି ଦ୍ୱୀପପୁଞ୍ଜରେ ଜନ୍ମିବା କଦଳୀ ଜାତୀୟ ଏକ ପ୍ରକାର ଗଛ —The traveller's tree; Ravenala Madagascariensis.
[ଦ୍ରଷ୍ଟବ୍ୟ —ଏହାର ବାହାଙ୍ଗାର ମୂଳକୁ ଛୁରୀଦ୍ୱାରା କ୍ଷତ କଲେ ତହିଁରୁ ଜଳପରି ସୁସ୍ୱାଦୁ ପାନୀୟ ରସ ବାହାରେ ଓ ତାହା ପଥିକମାନେ ପିଅନ୍ତି ଏ ଗଛକୁ ଭାରତବର୍ଷରେ କେତେକ ଲୋକ ଆଣି ଲଗାଇ ଅଛନ୍ତି ଓ ଏ ଗଛରୁ ମଧ୍ୟ ଜଲପରି ସୂସ୍ୱାଦୁ ରସ ବାହାରେ]