ପାନ୍ସି
ଦେଖଣା
ପାନ୍ସି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫ୍ରଞ୍ଚ୍ ପିନାସି; ଇଟାଲୀୟ—ପିନାସ୍ତ୍ରୀ; ଚୀନଭାଷା— ସାମ୍ପାନ୍)
[ସମ୍ପାଦନା]ଜଳ ବିହାରାର୍ଥ ଛୋଟ ଡଙ୍ଗା; ପଢ଼ଉ ଡଙ୍ଗା; ସରୁ ଡଙ୍ଗା; କାଠୁଆ —Small pleasure-boat with a small room on it; jolly boat.
[ଦ୍ରଷ୍ଟବ୍ୟ —ଏଥିରେ ଗୋଟିଏ ଛୋଟ କୋଠରୀ ଥାଏ କଲିକତାର ଗଙ୍ଗା ନଦୀରେ ଅନେକ ପାନ୍ସୀ ଦେଖାଯାଏ]