ପାନ କଣ୍ଟା
ବଙ୍ଗାଳିଆ ଖୋଷାର ମଣ୍ଡଳକାର ବେଣୀର ସରା ମାନଙ୍କୁ ପରସ୍ପର ସଙ୍ଗେ ଆବଦ୍ଧ କରି ରଖିବା ନିମନ୍ତେ ବ୍ୟବହୃତ ଲୁହାର ବଙ୍କା କଣ୍ଟା —Hair pin with a metal leaf over it.
[ଦ୍ରଷ୍ଟବ୍ୟ —ଏଥିର ପିଠିରେ ପାନପତ୍ର ପରି ଧାତୁଖଣ୍ଡ ଲାଗିଥାଏ]