Jump to content

ପାନ ଖିଲି

ଉଇକିଅଭିଧାନ‌ରୁ

ପାନ ଖିଲି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ଣ୍ଣ+ କୀଳକ)

[ସମ୍ପାଦନା]

ଗୁଆ ସମଲା ଆଦିରେ ପୂର୍ଣ୍ଣ କରି ମୋଡ଼ା ଯାଇଥିବା ପାନର କାହାଳୀ — Betel leaf rolled into a packet and containing spices lime catechu and small pieces of betel nuts.

[ଦ୍ରଷ୍ଟବ୍ୟ —ପାନକୁ ଦୁଇ ଫାଳ କରି ଚିରି ତହିଁରେ ଚୂନ ବୋଳି ଖଇର, ଭଙ୍ଗା ଗୁଆ, ମସଲା ଓ ତମାଖୁର ଗୁଣ୍ଡି ଦେଇ ନାନା— ଆକାରରେ ପାନଖଖିଲ ମୋଡ଼ାଯାଏ ଯେଉଁ ପାନଖିଲ ମଧ୍ୟରେ ଗୁଣ୍ଡି ଦିଆଯାଇ ନ ଥାଏ ତାକୁ ସାଦା (ଧା) ଖିଲ ଓ ଯହିଁରେ ଗୁଣ୍ଡି ଥାଏ ତାକୁ କଡ଼ା ଖିଲ କହନ୍ତି]