Jump to content

ପାନ ଗୋଷ୍ଠୀ

ଉଇକିଅଭିଧାନ‌ରୁ

ପାନ ଗୋଷ୍ଠୀ

ଉଚ୍ଚାରଣ

[ସମ୍ପାଦନା]

(ପାନଗୋଷ୍ଠିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମଦ୍ୟପାନ ଚକ୍ର; ଯେଉଁଠାରେ ତାନ୍ତ୍ରିକ— ମାନେ ଏକତ୍ର ହୋଇ ମଦ୍ୟପାନାଦି ପଞ୍ଚମକାରର ସାଧନା ରନ୍ତି (ହିନ୍ଦୀ - ଶବ୍ଦସାଗର) — ୧. A placr where Tantri devotees assemble and perform wine drinking and other Tantrik rites.
୨. ତାଡ଼ୀଖାନା; ଖଟୀ; ମଦୁଆଙ୍କ ଆଡ୍ଡା — ୨. A place where people assemble for drinking toddy or wine; tavern.
୩. ମଦତ୍ ଖଟି —୩. Opium smoing den.