Jump to content

ପାନ ଟେକା

ଉଇକିଅଭିଧାନ‌ରୁ

ପାନ ଟେକା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ ଓ ସିଂହଭୂମି) ବିଶେଷ୍ୟ -

[ସମ୍ପାଦନା]

ବିବାହ ପୂର୍ବରୁ ବର ପକ୍ଷୀୟ ଓ କନ୍ୟାପକ୍ଷୀୟ ବ୍ୟକ୍ତିମାନଙ୍କ ମଧ୍ୟରେ ହେବା ମହାପ୍ରସାଦ ନିର୍ବନ୍ଧ —Ceremony of formal betrothal done between the bride's and bridegroom's guardiands.

[ଦ୍ରଷ୍ଟବ୍ୟ —ବଙ୍ଗଦେଶରେ ବିବାହ ସମ୍ୱନ୍ଧ ନିର୍ଣ୍ଣାୟ ପତ୍ର ବ ଲେଖକୁ ପାନପତ୍ର ବୋଲାଯାଏ]