ପାନ ପତୁରୀ
ଦେଖଣା
ପାନ ପତୁରୀ
ଉଚ୍ଚାରଣ
[ସମ୍ପାଦନା](ପାନପତ୍ରୀ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ଣ୍ଣ+ ପତ୍ର)
[ସମ୍ପାଦନା]ସ୍ତ୍ରୀଲୋକମାନେ କେଶରେ କପାଳ ଉପରେ ପିନ୍ଧାଯିବା ପାନ ଆକାରର ଅଳଙ୍କାରବିଶେଷ — A kind of ornaments shaped like a betel leaf and put on the brow over the hair by women.
ଝଲକ ପାନପତୁରୀ ମୁ ଖେନ୍ଦୁ ଦେହ ଲେହଇ କେଶ ରାହୁ ଜିହ୍ୱା ଲହ ଲହ କରି ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି