Jump to content

ପାନ ବଟୁଆ

ଉଇକିଅଭିଧାନ‌ରୁ

ପାନ ବଟୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପାନମୁଣି, ପାନଥଳି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ଣ୍ଣ;ସଂସ୍କୃତ - ବଟ= ଗଣସୂତ୍ର)

[ସମ୍ପାଦନା]

ପାନ ଭାଙ୍ଗି ଖାଇବାର ଉପକରଣ ଆଦି (ପାନ, ଚୂନ, ଖଇର, ଗୁଆ ଓ ଗୁଣ୍ଡି) ରଖାଯିବା ମୁଣି — Betel-pouch; a pouch in which the ingredients for chewing betel are kept.

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ -

[ସମ୍ପାଦନା]

ପାନଡ଼ିବା —A pot for keeping rolled up betel-packets.