ପାନ ବରଜ
ପାନ ବରଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ଣ୍ଣ+ ବାଟ=ମଣ୍ଡପ)
[ସମ୍ପାଦନା]ଯେଉଁ ଛାୟାମଣ୍ଡପ ମଧ୍ୟରେ ପାନ ଫସଲ ଲାଗିଥାଏ — A shade of grass and reed made for rearing betel; betel plantain.
[ଦ୍ରଷ୍ଟବ୍ୟ —ପାନ ଲତା ଉଚ୍ଚ ଢ଼ିପ ଓ ବାଲିଆମାଟିରେ ଉଧାଏ କିନ୍ତୁ ପାନ ଫସଲରେ ବରାବର ପାଣି ଛିଞ୍ଚିବା ଦରକାର ପାନ ଗଛ ଖରାରେ ମରିଯାଏ;ଏଥିପାଇଁ ଇଙ୍କଡ଼ ନାମ ଗୁଳ୍ମର ତାଟି ତିଆରି କରି ତହିଁରେ ଛାମୁମୁଣ୍ଡିଆ ଓ କାନ୍ଥ କରି ସେହି ଛାମୁଣ୍ଡିଆ ତଳେ ପାନ ଲଗାଇବାକୁ ହୁଏ ଏହାକୁ ପାନବରଜ ବୋଲାଯାଏ]
[ଦ୍ରଷ୍ଟବ୍ୟ —ପାନ ଓ ପାନବରଜସମ୍ୱନ୍ଧୀୟ କେତେକ ଶବ୍ଦ:— ନଅ, ଲଅ—ପାନଲତା ଗାଣ୍ଡିଚା—ପାନଲତାର ଖଣ୍ଡିତ ଅଂଶ ବା ପବର ମୂଳଗଣ୍ଡି, ଯାହାକୁ ଭୂମିରେ ପୋତି ଲୋକେ ନୂତନ ଗଛ ଉତ୍ପାଦନ କରନ୍ତି ଛିଟା—ପାନଲତାର ଗଣ୍ଠିରୁ ବାହାରିବା ଡଙ୍କ ବା କଡ଼ମା ଗଛ—ଏକତ୍ର ଲଗାଯାଇଥିବା ଦୁଇ ଧାଡ଼ି ପାନ ଲତା ଆଉଡ଼—୬/୭: ପାନ 'ଗଛ'ର ଧାଡ଼ି ଅନ୍ତରରେ ଦିଆ ଯାଇଥିବା ଡ଼େଲିଙ୍ଗି ବାଉଁଶର ଛକି ଏଥିର ତଳ ଭୂଇଁରେ ଓ ମୁଣ୍ଡ ବରଜର ଛାତରେ ଲାଗେ ଛୁଞ୍ଚି—ରଜର ଛାତ ବା ଚାଳ ଉପରେ ପରା ଯାଇଥିବା ଡ଼େଲିଙ୍ଗି ବାଉଁଶ (ଯାହା ଉପରେ ଯୁଣ ବିଛାଯାଇ ଛାୟା କରାଯାଏ ବିଞ୍ଚଣୀ, ବିଞ୍ଚଣି—ରଜ ଛାତରେ ଛୁଞ୍ଚି ଉପରେ ବିଛାଯିବା ଯୁଣ ବିଡ଼ା ପାଖୁଡ଼ି—ଅଗ କଟାଯାଇଥିବା ଇଙ୍କଡ଼, ଯାହା କି ତାଟି ବନ୍ଧାଯାଇ ବରଜ ଚାରିପାଖରେ ଦିଆଯାଏ]