Jump to content

ପାନ ବରଜି

ଉଇକିଅଭିଧାନ‌ରୁ

ପାନ ବରଜି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପାନରଜିଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ଣ୍ଣ+ ବାରୁଜୀବୀ. ଜ୍ଞାନେନ୍ଦ୍ର)

[ସମ୍ପାଦନା]
୧. ଯେଉଁ ଲୋକ ପାନ ବରଜ କରି ପାନ ଫସଲ କରେ — A person who raises betel by agriculture.
୨. ପାନ ଫସଲ ପ୍ରସ୍ତୁତକରିବା ଶୂଦ୍ର— ଜାତିବିଶେଷ —୨. A caste of Ṡūdras which raises betel plantations; a betel planter.