ପାନ ବୋଳ
ଦେଖଣା
ପାନ ବୋଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାନ ବୋଳ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପାନଖିଲ ଚୋବାଇଥିବା ଯୋଗୁଁ ଅଧରରେ ଓ ଦାନ୍ତରେ ବସିଥିବା ଗାଢ଼ ରକ୍ତବର୍ଣ୍ଣ ସ୍ତର — Red dye of the lips and teeth due to chewing betel.
ଅଧିକ ସୁନ୍ଧର ନ ଥାଇ ଦାନ ବୋଳ, ଧିକାନ୍ନିଥାଇ ସବୁବେଳେ ପ୍ରକାଳ—କୃଷ୍ଣସିଂହ ମହାଭାରତ ବନ