ପାନ ଭାଙ୍ଗିବା
ପାନ ପତରରେ ଚୂନ ବୋଳି ତହିଁରେ ଖଇର ସଜ୍ଜିତ କରିବା —To make up betel and pieces of nuts; spices etc into packets.
କରିକି ଯତନେ ଭାଙ୍ଗି ପାନ ଅଭିମନ୍ୟୁ ବିଦଗ୍ଧ ଚିନ୍ତାମଣି