Jump to content

ପାନ ଶୌଣ୍ଡ

ଉଇକିଅଭିଧାନ‌ରୁ

ପାନ ଶୌଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ପାନ= ମଦ୍ୟପାନ+ ଶୌଣ୍ଡ=ମତ୍ତ)

[ସମ୍ପାଦନା]

ଅତ୍ୟନ୍ତ ପାନରତ; ମଦୁଆ; ମଦ୍ୟପାନାସକ୍ତ — One addicted to drink; drunkard.