Jump to content

ପାପଗ୍ରହ

ଉଇକିଅଭିଧାନ‌ରୁ

ପାପଗ୍ରହ

ଉଚ୍ଚାରଣ

[ସମ୍ପାଦନା]

(ଶୁଭଗ୍ରହ—ବିପରୀତ)

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)

[ସମ୍ପାଦନା]

ଅମଙ୍ଗଳକାରୀ କେତେକ ଗ୍ରହ — ୧. Some of the inauspicious planets in Hindu astrology.

[ଦ୍ରଷ୍ଟବ୍ୟ —ଶନି, ରବି, ମଙ୍ଗଳ, ରାହୁ ଓ କେତୁ ଏମାନେ ପାପଗ୍ରହ ଓ ଏମାନଙ୍କ ମଧ୍ୟରୁ ବୁଧ ସଙ୍ଗେ ଯୁକ୍ତ କୌଣସି ଗ୍ରହ ପାପଗ୍ରହ]

୨. (ଫଳିତ ଜ୍ୟୋତିଷ)—କୃଷ୍ଣ ଅଷ୍ଟମୀଠୀରୁ ଶୁକ୍ଳାଷ୍ଟମୀ ପର୍ଯ୍ୟନ୍ତ ଦେଖାଯିବା ଚନ୍ଦ୍ର (ହିନ୍ଦୀ - ଶ.) —୨. (astrology) The moon in its phases from the ୮th day of the dark lunar fornight to the ୮th day of the bright fortnight.