Jump to content

ପାପଘ୍ନ

ଉଇକିଅଭିଧାନ‌ରୁ

ପାପଘ୍ନ

ଉଚ୍ଚାରଣ

[ସମ୍ପାଦନା]
(ପାପଘ୍ନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—[ପାପ+ହନ୍ ଧାତୁ+ କ୍ୱିପ୍]

[ସମ୍ପାଦନା]

ଯାହା ମନୁଷ୍ୟର ପାପ ନାଶ କରେ; ପାପନାଶକ — Destroying one's sins.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ରାଶି; ତଳ —Sesame; sesamum seed.