ପାପଡ଼ ମକଦମା
ଦେଖଣା
ପାପଡ଼ ମକଦମା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପାପଡ଼ ମକଦମା
|
ପାଁପଡ଼ସୁଟ, ପାପଡ଼ସୁଟ ଅନ୍ୟରୂପ
ଦେଶଜ - ବିଶେଷ୍ୟ - (କଚିରିଆ)—(ଇଂରାଜୀ - ପପର୍=ନିସ୍ୱ ଓ ଫାରାସୀ - ମୁକଦ୍ଦମା)
[ସମ୍ପାଦନା]ଅର୍ଥହୀନ ବ୍ୟକ୍ତି; ଅଦାଲତରେ କୋଟଫିସ୍ର ଖର୍ଚ୍ଚାରୁ ମୁକ୍ତି ପାଇ କୌଣସି ମକଦ୍ଦମା ଚଳାଇବା ନିମନ୍ତେ ଦାଏର କରିବା ମକଦ୍ଦମା —Pauper suit.