ପାପଦୃଷ୍ଟି
ଦେଖଣା
ପାପଦୃଷ୍ଟି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପାପଯୁକ୍ତ ଉଦ୍ଦେଶ୍ୟ ସହିତ କୌଣସି ବ୍ୟକ୍ତିକୁ ଦେଖିବା —୧. Sinful look; looking on a person with a sinster motive.
- ୨. ପ୍ରତିକୂଳ ଦୃଷ୍ଟି —୨. Evil eye.
- ୩. ଅଶୁଭକର ଦୃଷ୍ଟି —୩. Inauspicious look.
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ଯାହାର ଦୃଷ୍ଟି ପାପମୟ ଅଟେ — ୧. Having a sinful glance.
- ୨. ଯାହାର ଦୃଷ୍ଟି ଅମଙ୍ଗଳକାର — ୨. Having an inauspicious glance.