Jump to content

ପାପମୟ

ଉଇକିଅଭିଧାନ‌ରୁ

ପାପମୟ

ଉଚ୍ଚାରଣ

[ସମ୍ପାଦନା]
(ପାପମୟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପାପ+ ପୂର୍ଣ୍ଣାର୍ଥେ. ମୟ)

[ସମ୍ପାଦନା]
୧. ପାପରେ ପୂର୍ଣ୍ଣ (କର୍ମ, ଜୀବନ) — ୨. Sinful; full of sin.
୨. ଯେଉଁ ବ୍ୟକ୍ତିର ଚିନ୍ତା, କର୍ମ ଓ ଚେଷ୍ଟା ପାପରେ ପୂର୍ଣ୍ଣ; ପାପୀ — ୨. (a person) Sinful in thought, act and endeavours.