ପାପଲ୍ଲବ
ଦେଖଣା
ପାପଲ୍ଲବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଦ+ ପଲ୍ଲବ; ତୁଳ; କରପଲ୍ଲବ)
[ସମ୍ପାଦନା](ଗୁରୁଜନ, ଦେବତା, ମହାପୁରୁଷ ଓ ସୁନ୍ଦରୀ ସ୍ତ୍ରୀଙ୍କ ପାଦ ପ୍ରତି ଏ ଶବ୍ଦ ଯୁକ୍ତ ହୁଏ) ପଲ୍ଲବ ସଙ୍ଗେ ତୁଳିତ ପାଦ; କୋମଳ ପାଦ —Dainty feet; tender feet.
ଯାହା ପାପଲ୍ଲବ ମହାପାପଲବ ନ ରଖେ ସ୍ମରଣ କ୍ଷଣତେ କବିସୂର୍ଯ୍ୟ. ଚନ୍ଦ୍ର କଳା