Jump to content

ପାପା

ଉଇକିଅଭିଧାନ‌ରୁ

ପାପା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ହସ୍ତା, ଜ୍ୟେଷ୍ଠା, ଅନୁରାଧା ବୁଧଗ୍ରହର ଗତି (ହିନ୍ଦୀ - ଶ.) — The passing of the planet Mercury through the ୧୩th, ୧୮th and ୧୭th asterisms.

=== ଦେଶଜ - ଅ. (ଶିଶୁବଚନ; ଚୁଳନାକାର ଇଂରାଜି ଶିଶୁବଚନ ପାପା—ପିତା)

ଶିଶୁମାନେ ପିତାଙ୍କୁ ସଂବୋଧନ କରିବା ଏକ ସ୍ୱାଭାବିକଶବ୍ଦ — A name by which a child naturally accosts its father; Papa.