ପାପୀ
ଦେଖଣା
ପାପୀ
ଉଚ୍ଚାରଣ
[ସମ୍ପାଦନା](ପାପିନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ପାପ+ ଅଛି ଅର୍ଥରେ ଇନ୍; ୧ମା.୧ବ)
[ସମ୍ପାଦନା]- ୧. ପାପକାରୀ —୧. Sinful; committing sin.
- ୨. ଖଳ; ଦୁଷ୍ଟ —୨. Wicked.
- ୩. କ୍ରୂର; ନିର୍ଦ୍ଦୟ —୩. Cruel.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପାପକାରୀ ବ୍ୟକ୍ତି —୧. A sinner.
- ୨. ଅପରାଧୀ ବ୍ୟକ୍ତି —୨. An offender.
- ୩. ଖଳ ବ୍ୟକ୍ତି —୩. Wicked person.
- ୪. କ୍ରୂର ବ୍ୟକ୍ତି —୪. A cruel person.