Jump to content

ପାପୂଜା

ଉଇକିଅଭିଧାନ‌ରୁ

ପାପୂଜା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସହଚର; ସଂସ୍କୃତ - ପାଦପୂଜା)

[ସମ୍ପାଦନା]
୧. ପାଦପୂଜା — ୧. Worshipping the feet.
୨. ଦେବତା ଓ ମହାପୁରୁଷ ଆଦିଙ୍କୁ ସମ୍ମାନାର୍ଥ ପ୍ରଦତ୍ତ ଧନୁ; ଭେଟ; ସଲାମୀ —୨. Money presented to a Deity or great man as a mark of respect.

ତେର ତେର ତିରିଲା ପରେ ପାପୂଜା ପଠାଇଅଛନ୍ତି; ସେମାନଙ୍କର ପୁଅ ହେଉନାହିଁ—ଫକୀରମୋହନ. ଗଳ୍ପସ୍ୱଳ୍ପ