ପାପୋଚ୍ଛ୍
=== ବୈଦେଶିକ - ବିଶେଷ୍ୟ - (ଫାରାସୀ - ପାବପୋସ୍; ତୁଳ. ସଂସ୍କୃତ - ପାଦ ଓ ସଂସ୍କୃତ - ପ୍ରୋଞ୍ଚନ, ଓଡ଼ିଆ ପୋଛିବା)
ବାହାର ଘରକୁ ପଶି ଆସିବା ଲୋକର ତଳିପାରେ ଲାଗିଥିବା ଧୂଳି ଓ କାଦୂଅ ଆଦିକୁ ଛଡ଼ାଇବା ନିମନ୍ତେ ତଳିପାକୁ ଘୋଷାରି ଦେବା ପାଇଁ ଦୁଆର ମୁହଁରେ ପକାଯିବା କତା ଆଦିର ଆସ୍ତରଣ —Door mat.