Jump to content

ପାପୋସ୍

ଉଇକିଅଭିଧାନ‌ରୁ

ପାପୋସ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ବୈଦେଶିକ - ବିଶେଷ୍ୟ - (ଫାୟ ପାବପୋସ୍; ଡୁଳ. ସଂସ୍କୃତ - ପାଦ ଓ ସଂସ୍କୃତ - ପ୍ରୋଞ୍ଚନ, ଓଡ଼ିଆ ପୋଛିବା)

ବାହାର ଘରକୁ ପଶି ଆସିବା ଲୋକର ତଳିପାରେ ଲାଗିଥିବା ଧୂଳି ଓ କାଦୂଅ ଆଦିକୁ ଛଡ଼ାଇବା ନିମନ୍ତେ ତଳିପାକୁ ଘୋଷାରି ଦେବା ପାଇଁ ଦୁଆର ମୁହଁରେ ପକାଯିବା ତା ଆଦିର ଆସ୍ତରଣ —Door mat.