ପାପ୍ଡ଼ି
ଦେଖଣା
ପାପ୍ଡ଼ି
ଉଚ୍ଚାରଣ
[ସମ୍ପାଦନା](ପାପିଡ଼ି—ଅନ୍ୟରୂପ)
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -(ସଂସ୍କୃତ - ପର୍ପଟ)
[ସମ୍ପାଦନା]କନ୍ଧମାଳ ଜଙ୍ଗଳର ଏକପ୍ରକାର ବଣୁଆ ଗଛର ମୂଳକୁ ବା କନ୍ଦାକୁ ଚେକା଼ ଚେକା ପତଳା କରି କାଟି ଶୁଖାଇ କରାଯିବା— ପରିବା —A kind of itchen vegetables cosisting of thin bits sliced from the root of a wild tree.
[ଦ୍ରଷ୍ଟବ୍ୟ —ଏହକୁ ସିଝାଇ ତରାକାରି କରି ଖିଆ ଯାଏ ଓ ଗୁଡ଼ ସଙ୍ଗେ ପାଗ କରି ଉଖୁଡ଼ା କରି ଖିଆ ଯାଏ କନ୍ଧମାନେ ଏହାତୁ ହାଟକୁ ବିକିବାକୁ ଆଣନ୍ତି ଓ ଟୋକେଇହରିଆ ଦାମରେ ବିକନ୍ତି]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପାପଡ଼ି (ଦେଖ) - —Pāpaṟḍ̠i (See)