ପାପ ପୁରୁଷ
ଦେଖଣା
ପାପ ପୁରୁଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମୂର୍ତ୍ତିମାନ୍ ପାପ; ସଇତାନ; ପାପ ନାମଧାରୀ କଳ୍ପିତ ପୁରୁଷ — ୧. Sin personified; Satan.
[ଦ୍ରଷ୍ଟବ୍ୟ —ତନ୍ତ୍ର ମତରେ କଳ୍ପିତ ପାପପୁରୁଷର ସମସ୍ତ ଶରୀରର ଉପାଦାନ ଓ ଅଙ୍ଗ ପ୍ରତ୍ୟଙ୍ଗ ଓ ଲୋମମାନ ଭିନ୍ନ ଭିନ୍ନ ପାପ ବା ମହାପାତକ ଓ ଉପପାତକଦ୍ୱାରା ଗଠିତ ଏହାର ବର୍ଣ୍ଣ କଜ୍ଜ୍ୱଳ— କଳା, ଏହାର ଆଖି ରକ୍ତବର୍ଣ୍ଣ ଏ ସର୍ବଦା କ୍ରୁଦ୍ଧ ଓ ଏହାର ଆୟୁଧ ଖଡ଼୍ଗ ଓ ତାଲ ହିନ୍ଦୀ - ଶ.]
- ୨. (ମ. ପ. ଲୋ; ପାପ କର୍ମକାରୀ ପୁରୁଷ)— ପାପୀ ବା ଦୃଷ୍ଟ ବ୍ୟକ୍ତି —୨. A villain a wicked person.