Jump to content

ପାପ ମତି

ଉଇକିଅଭିଧାନ‌ରୁ

ପାପ ମତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ପାପ+ ମତି)

[ସମ୍ପାଦନା]

ଯାହାର ମନ ସର୍ବଦା ପାପ କର୍ମ ଆଡ଼କୁ ଧାଏଁ — Evil-minded; malevolent.

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପାପ+ ମତି)

[ସମ୍ପାଦନା]

ପାପ କର୍ମ କରିବା ପାଇଁ ଆକୃଷ୍ଟ ଧାଏଁ — Inclination to do evil.