Jump to content

ପାପ ମୋଚନ

ଉଇକିଅଭିଧାନ‌ରୁ

ପାପ ମୋଚନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୫ମୀ ତତ୍; ପାପ+ ମୋଚନ)

[ସମ୍ପାଦନା]
୧. ପାପରୁ ମୁକୁଳାଇବା — ୧. Liberation or redemption from sin.
୨. (୬ଷ୍ଠୀ ତତ୍) ଦୋଷର ବା ପାପର କ୍ଷମା — ୨. Remission of guilt.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପାପରୁ ମନୁଷ୍ୟକୁ ଯେ ମୁକ୍ତ କରେ — Redeeming a person from sin.