Jump to content

ପାବକ ଋଷି

ଉଇକିଅଭିଧାନ‌ରୁ

ପାବକ ଋଷି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ବ୍ରହ୍ମାଙ୍କ ଅଙ୍ଗରୁ ଜାତ ସତେଇଶି ଜଣ ଋଷି —A generic term for ୨୭ sages said to have sprung up from the body of Brahmā.

[ଦ୍ରଷ୍ଟବ୍ୟ —ମହାଭାରତ ବନପର୍ବରେ ଲେଖାଅଛି କି, ବ୍ରହ୍ମାଙ୍କ ଅଙ୍ଗରୁ ୨୭: ଜଣ ପାବକ ଋଷି ଜାତ ହୋଇଥିଲେ କ୍ରିୟାଭେଦରେ ଅଗ୍ନିଙ୍କର ଏହିସବୁ ଭିନ୍ନ ଭିନ୍ନ ନାମ ମଧ୍ୟ ଅଛି ଅଙ୍ଗିରା, ଦକ୍ଷିଣ, ଗାର୍ହପତ୍ୟ, ଆହବନୀୟ, ନିର୍ମନ୍ଥ୍ୟ, ବିଦ୍ୟୁତ, ଶୂର ସମ୍ୱର୍ତ୍ତ, ଲୌକିକ, ଜାଠର, ବିଷଗ, ତ୍ରବ୍ୟ, କ୍ଷେମବାନ୍, ବୈଷ୍ଣବ, ଦସ୍ୟୁମାନ, ବଳଦ, ଶାନ୍ତ, ପୁଷ୍ଟ, ବିଭାବସୁ, ଜୋତିଷ୍ନାନ୍, ଭରତ, ଭଦ୍ର, ସ୍ୱିଷ୍ଟକୃତ୍, ବସୁମାନ୍, କ୍ରତୁ ସୋମ ଏବଂ ପିତୃମାନ୍ ହିନ୍ଦୀ - ଶ.]