ପାବାର
ଦେଖଣା
ପାବାର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପାବାର)
[ସମ୍ପାଦନା]- ୧. କ୍ଷମତା —୧. Power.
- ୨. ରେଲ ଗାଡ଼ି; ମଟର ଓ କଳ ଆଦିର ବଳ — ୨. power of a machine.
- ୩. ମାଜିଷ୍ଟ୍ରେଟ ଆଦି ବିଚାରକଙ୍କୁ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ବିଚାର କରିବା ଓ ଦଣ୍ଡ ଦେବାର କ୍ଷମତା —୩. The power conferred on Magistrates or on the functionary to deal with cases of certain descriptions.