ପାବାର ହାଉସ୍
ଯେଉଁ ଘରେ କଳଦ୍ୱାରା ବିଦ୍ୟୁତ୍ ଉତ୍ପାଦିତ କରାଯାଇ ତାହା ବିଜୁଳି ବତୀ ଓ ପଙ୍ଖା ଆଦି ଚଳାଇବା ପାଇଁ ଦୂରକୁ ଚାଳିତ କରାଯାଏ — Power house.