ପାବୁଡ଼ି
ଦେଖଣା
ପାବୁଡ଼ି
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - (ସଂସ୍କୃତ - ପର୍ବତ)
[ସମ୍ପାଦନା]କେନ୍ଦୁଝର, ବଣେଇ ବାମଣ୍ଡା ଓ ପାଳଲହଡ଼ା ଅଞ୍ଚଳବାସୀ ଭୂୟାଁମାନଙ୍କ ଆବାସ ସ୍ଥାନର ନାମ; ଭୂୟାଁପୀଢ଼ —Name of the place inhabited by the Bhuyāñs in some of the Orissa States.
[ଦ୍ରଷ୍ଟବ୍ୟ —ଏ ଅଞ୍ଚଳରେ ବନ୍ୟ ଅବସ୍ଥାରେ ଆମ୍ୱ, ପଣସ କାଗିଜିଲେମ୍ୱୁ, କଦଳୀ ଓ ଚମ୍ପାଆଦିର ପ୍ରକାଣ୍ଡ ଗଛମାନ ପର୍ଯ୍ୟାପ୍ତ ପରିମାଣରେ ଜନ୍ମି ପ୍ରଚୁର ଫଳ ପୁଷ୍ପ ପ୍ରସବ କରନ୍ତି]