Jump to content

ପାମର

ଉଇକିଅଭିଧାନ‌ରୁ

ପାମର

ଉଚ୍ଚାରଣ

[ସମ୍ପାଦନା]
(ପାମରା; ପାମରୀ—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - ପୁଂ. (ପାମନ୍= କାଛୁ+ ରା ଧାତୁ+ ଗ୍ରହଣ କରିବା + କର୍ତ୍ତୃ, ଅ, କିମ୍ୱା ପାପ୍ନା= ପାପ+ ରାଧାତୁ+ କର୍ତ୍ତୃ. ଅ)

୧. କାଛୁରା —୧. Attacked with scabs; scabby (Apte).
୨. ଅଧମ —୨. Vile; mean.
୩. ନୀଚ; ଇତର —୩. Low; base; vulgar.
୪. ଘୂଣ୍ୟ —୪. Despised; despicable.
୫. ପାପିଷ୍ଠ —୫. Sinful.
୬. ନିର୍ବୋଧ; ମୂର୍ଖ —୬. Stupid; foolish; silly.
୭. ଖଳ; ଦୃଷ୍ଟ —୭. Wicked; rogue.
୮. ନିରାଶ୍ରୟ; ବେଚାରା —୮. Poor; helpless (Apte).
୧. ଦୁଷ୍ଟ ବା ନୀଚ ବ୍ୟକ୍ତି — ୧. A wicked or low man (Apte).
୨. ନିର୍ବୋଧ ବ୍ୟକ୍ତି —୨. A fool; idiot (Apte)
୩. ଘୃଣ୍ୟ କର୍ମକାରୀ ନୀଚ ଜାତୀୟ ବ୍ୟକ୍ତି —୩. A person of lowest extraction engaged in the most degrading occupation.

ବାଡ଼ିଆ ବାଡ଼େଇ ହୋଇ ମରନ୍ତି ପାମରେ ରାଧାନାଥ. ମହାଯାତ୍ରା



  • (file)