Jump to content

ପାମର ଯୋଗ

ଉଇକିଅଭିଧାନ‌ରୁ

ପାମର ଯୋଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ନିକୃଷ୍ଟ ଯୋଗାସନ, ଯଦ୍ଦ୍ୱାରା ନଟ ଓ ବାଜୀଗରମାନେ ଅଦ୍ଭୁତ ଖେଳ ଦେଖାନ୍ତି — A kind of j̄oga exercise with the help of which people exhibit wonderful feats.

[ଦ୍ରଷ୍ଟବ୍ୟ —ଏଥିର ସାଧନାଦ୍ୱାରା ଅନେକ ରୋଗର ନାଶ ହୁଏ ଓ ଅଦ୍ଭୁତ ଶକ୍ତି ପ୍ରାପ୍ତି ହୁଏ କେହି କେହି ଏହାକୁ ପାଶ୍ଚାତ୍ୟ ମିସ୍— ମେରିସ୍ମ (mesmerism) ମଧ୍ୟରେ ଗଣନା କରନ୍ତି (ହିନ୍ଦୀ - ଶ.)]