ପାମା
ଦେଖଣା
ପାମା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୈ ଧାତୁ= ଶୁଷ୍କ ହେବା+ କର୍ତ୍ତୃ. ମନ; ପାମନ୍ ଶବ୍ଦ ୧ମା. ୧ବ)
[ସମ୍ପାଦନା]କାଛୁ; କୁଣ୍ଡିଆ —Itches.
ପାମା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ପେ ଧାତୁ=ଶଷ୍କ ହେବା+କର୍ତ୍ତୃ, ମନ୍)
[ସମ୍ପାଦନା]- ୧. କାଛୁ —୧. Itches.
- ୨. ଶୁଖିଲା କୁଣ୍ଡିଆ —୨. Scabies; eruption.
- ୩. ବିଇଞ୍ଚି —୩. Eczema.
- ୪. ଶୁଖ ଯାଦୁ —୪. Dry ringworm.
- ୫. ଯେଉଁ ରୋଗ ହେତୁରୁ ମୁଣ୍ଡରେ ଚନ୍ଦା ରୋଗ ହୁଏ — ୫. Disease accompanyined by baldness (Howells).