ପାମିରା ପଏଣ୍ଟ୍
ଦେଖଣା
ପାମିରା ପଏଣ୍ଟ୍
ଉଚ୍ଚାରଣ
[ସମ୍ପାଦନା](ପାମିରା ଅନ୍ତରୀପ—ଅନ୍ୟନାମ)
ବୈଦେଶିକ - ବିଶେଷ୍ୟ - (ନାମ)ଇଂରାଜୀ - ପାମିରା=ହେନ୍ତାଳ+ପଏଣ୍ଟ= =ନାସୀ)
[ସମ୍ପାଦନା]ମହାନଦୀ ବଙ୍ଗୋପସାଗରରେ ପଡ଼ିଥିବା ମୁହାଣରେ ଥିବା ଡେଲ୍ଟାର ପୂର୍ବ ତମ ଅଗ୍ର — Palmyra point; the cape formed near the mouth of the Mahānadī in the Bay of Mengal.
[ ଦ୍ର—ଏଠାରେ ହେନ୍ତାଳ ବା ପାମିରା (palmyra) ଗଛ ବହୁତ ଥିବାରୁ ଏଠାକୁ ଅଷ୍ଟାଦଶ ଶତାବ୍ଦିରେ ଆସିଥିବା ଇଂରାଜ ପୋତର ନାବିକମାନେ ପ୍ରଥମେ ଏହାକୁ ଏହି ନାମରେ ଡାକିଥିଲେ ଓ ସେହିଦିନଠାରୁ ଏହାର ଏହି ନାମ ଚଳିଅଛି)