ପାମେଳ୍
=== ନ୍ଦେଶଜ - ଅ—(ସଂସ୍କୃତ - ପାଦ+ମିଳନ)
(ଯୁବକ ରାଧାଶ୍ୟାମଙ୍କ ପ୍ରବର୍ତ୍ତିତ ଡ୍ରିଲ୍ ସମ୍ୱନ୍ଧୀୟ ଆଦେଶ ବଚନ) ଗୋଡ଼କୁ ଏକ ସମୟରେ କ୍ରମାନ୍ୱୟରେ ଉଠାଅ ଓ ପକାଅ — A term of drill; mark-time.