ପାମୋଜ୍
ଦେଖଣା
ପାମୋଜ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଏକପ୍ରକାର ପାରା, ଯାହାଙ୍କ ଗୋଡ଼ର ପର ଆଙ୍ଗୁଠି ପର୍ଯ୍ୟନ୍ତ ମାଡ଼ି ଆସିଥାଏ — ୧. A species of pigeon whose feathers cover their toes.
- ୨. ଯେଉଁ ଦୁଷ୍ଟ ଘୋଡ଼ା ମୁହଁକୁ ବୁଲାଇ ଆରୋହୀର ପାଦକୁ କାମୁଡ଼େ —୨. A vicious horse which bites at the feet of the rider.