ପାଯ୍ୟ
ଦେଖଣା
ପାଯ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପା ଧାତୁ+କର୍ମ. ଯ)
[ସମ୍ପାଦନା]- ୧. ପାନକରିବା ଯୋଗ୍ୟ — ୧. Drinkable.
- ୨. ନୀଚ; ହୀନ; ଘୃଣ୍ୟ — ୨. Low; vile; contemptible (Apte).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଜଳ —୧. Water.
- ୨. ପାନ କରିବା —୨. Drinking (Apte).
- ୩. ରକ୍ଷା —୩. Protection (Apte).
- ୪. ପରିମାଣ —୪. A measure (Apte).
- ୫. ବ୍ୟବସାୟ; ବୃତ୍ତି; ପେଶା — ୫. Practice; profession (Apte).