Jump to content

ପାରକ

ଉଇକିଅଭିଧାନ‌ରୁ

ପାରକ

ଉଚ୍ଚାରଣ

[ସମ୍ପାଦନା]
(ପାରକୀ—ସ୍ତ୍ରୀ) 

(ଫାରକ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପୃ ଧାତୁ=ପୂର୍ଣ୍ଣ କରିବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଚତୁର —୧. Clever.
୨. ପାରଗ; ପାରଙ୍ଗମ; ନିପୁଣ; ଦକ୍ଷ; ପଟୁ — ୨. Expert; skilful; able.
୩. ଯାହା ଅପର ପାରକୁ ନିଏ —୩. Ferrying across.
୪. ପୂରକ —୪. One who fills up; filling up.
୫. ଯାହା ଅନ୍ୟପାରିକୁ ପାରି ହେବାକୁ ସମର୍ଥ କରେ — ୫. Enabling to cross.
୬. ରକ୍ଷକ; ପାଳନକାରୀ; ପାଳକ —୬. Protecting.
୭. ଉଦ୍ଧାରକାରୀ —୭. Saving; delivering.
୮. ସନ୍ତୋଷଜନକ —୮. Pleasing; satisfying (Apte).

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରୀକ୍ଷକ)

[ସମ୍ପାଦନା]

ଦେବ ମନ୍ଦିରର ସେବକବିଶେଷ — A class of temple servants.

[ ଦ୍ର—ଯେଉଁ ସେବକ ପ୍ରଥମେ ଆସି ମନ୍ଦିରର କବାଟର ଜଉମୁଦ ପରୀକ୍ଷା କଲା ପରେ କବାଟ ଫିଟେ]

=== ଗ୍ରାମ୍ୟ - ବିଶେଷ୍ୟ -(ସଂସ୍କୃତ - ପାଳକ; ଇତର ବ୍ୟବହୃତ 'ଳ' ସ୍ଥାନରେ 'ର'ଉଚ୍ଚାରଣ)

୨. ପାଳକ; ସୁସମୟ —୨. The state of favourable weather for a bumper crop.
୨. ସୁଯୋଗ —୨. Good opportunity.