Jump to content

ପାରକ୍ୟ

ଉଇକିଅଭିଧାନ‌ରୁ

ପାରକ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପର+କ+ହିତାର୍ଥେ. ଯ)

[ସମ୍ପାଦନା]
୧. ପରୋପକାରିତା —୧. Benifitting others.
୨. ପରକୀୟତା; ପରାଧୀନତା —୨. Subordination; the state of belonging to another.
୩. (ପାରକ+ଭାବର୍ଥେ. ଯ)—ପାରକତା; ସାମର୍ଥ୍ୟ — ୩. Competence; ability.
୪. ଶତ୍ରୁ —୪. Enemy (Apte)
୫. (ପରଲୋକରେ ମଙ୍ଗଳକର) ପୁଣ୍ୟକର୍ମ (ହିନ୍ଦୀ - ଶ.) — ୫. Pious or meritorious conduct (Apte).

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ପରକୀୟ — ୧. Belonging to another; alien.
୨. ପର ସମ୍ୱନ୍ଧୀୟ —୨. Relating to another.
୩. ଶତ୍ରୁ ସମ୍ୱନ୍ଧୀୟ; ଶାତ୍ରବ — ୩. Relating to the enemy; inimical.


୪. ବିପକ୍ଷ —୪. Hostile.
୫. ପରକାଳରେ ଉପକାରୀ — ୫. Useful in the next world (Apte).